ଆକାଶର ଇଶାରା eBook ½

[EPUB] ✼ ଆକାଶର ଇଶାରା By Manoj Das – Alternate-universe.co ମାଟିର ମୋହ ଓ ଆକାଶର ଆହ୍ଵାନ ଭିତରେ ସର୍ବଦା ମାନବ ମୁକ୍ତିମାର୍ଗ ଅନ୍ଵେଷଣରେ ଥାଏ ବ୍ୟସ୍ମାଟିର ମୋହ ଓ ଆକାଶର ଆହ୍ଵାନ ଭିତରେ ସର୍ବଦା ମାନବ ମୁକ୍ତିମାର୍ଗ ଅନ୍ଵେଷଣରେ ଥାଏ ବ୍ୟସ୍ତ । ଏହି ଭାବବିନ୍ଦୁ ଉପରେ ପରିକଳ୍ପିତ ହୋଇଛି ଏହି ସ୍ରଷ୍ଟାଙ୍କ ଅନୁପମ ଉପନ୍ୟାସ “ଆକାଶର ଇଶାରା” । ମହାଭାରତୀୟ ପରମ୍ପରାରେ ଅଥବା ସନାତନ ଆର୍ଯ୍ୟ ସଂସ୍କୃତିରେ ସବୁ କାଳରେ ମାନବର ଯାତ୍ରା ଅନ୍ଧାରରୁ ଆଲୋକ ଦିଗକୁ ଓ ମୃତ୍ୟୁରୁ ଅମୃତ ଦିଗକୁ ଅବ୍ୟାହତ ରହିଛି । ଏହି ଯାତ୍ରାର ଏକ ରୂପାୟନ ହୋଇଛି ଆକାଶର ଇଶାରାର ପଦ୍ମଲୋଚନ ଚରିତ୍ର ମାଧ୍ୟମରେ । କଥାବସ୍ତୁର ପ୍?.

??ାରମ୍ଭରୁ ହିଁ ଏକ କ୍ଷୁଦ୍ର କ୍ରୀଡନକରେ ରୂପାନ୍ତରିତ ହୋଇଥିବା ପଦ୍ମଲୋଚନ ସହ ଭାଗ୍ୟ ଖେଳିଚାଲିଛି ନାନାଦି ଖେଳ । ସୁଅ ମୁହଁରେ ପତ୍ର ଭଳି ସମୟର ପ୍ରବାହରେ ଆକାଶର ଇଶାରା ଦେଖି ଦେଖି ପଦ୍ମଲୋଚନ ଭଳି ଅସହାୟ ମାନବର ଏହି ଯାତ୍ରା । ମାନବିକତାର ସ୍ପର୍ଶରେ ସୁଶୀ ପ୍ରତି ଆକର୍ଷିତ ପଦ୍ମଲୋଚନର ଚରିତ୍ର ମାନବ ପ୍ରାଣର ଯୁଗ ଯୁଗର ସଂଗୁପ୍ତ କାମନାକୁ ଦର୍ଶାଇ ଦେଇଛି । ହେଲେ ସବୁ ପ୍ରାପ୍ତି ଭିତରେ ଯେମିତି ଏକ ଅପ୍ରାପ୍ତିର ତାଡନା ଆଚ୍ଛନ୍ନ କରେ ମଣିଷକୁ । ଏକ.

ଆକାଶର kindle ଇଶାରା book ଆକାଶର ଇଶାରା Epub??ାରମ୍ଭରୁ ହିଁ ଏକ କ୍ଷୁଦ୍ର କ୍ରୀଡନକରେ ରୂପାନ୍ତରିତ ହୋଇଥିବା ପଦ୍ମଲୋଚନ ସହ ଭାଗ୍ୟ ଖେଳିଚାଲିଛି ନାନାଦି ଖେଳ । ସୁଅ ମୁହଁରେ ପତ୍ର ଭଳି ସମୟର ପ୍ରବାହରେ ଆକାଶର ଇଶାରା ଦେଖି ଦେଖି ପଦ୍ମଲୋଚନ ଭଳି ଅସହାୟ ମାନବର ଏହି ଯାତ୍ରା । ମାନବିକତାର ସ୍ପର୍ଶରେ ସୁଶୀ ପ୍ରତି ଆକର୍ଷିତ ପଦ୍ମଲୋଚନର ଚରିତ୍ର ମାନବ ପ୍ରାଣର ଯୁଗ ଯୁଗର ସଂଗୁପ୍ତ କାମନାକୁ ଦର୍ଶାଇ ଦେଇଛି । ହେଲେ ସବୁ ପ୍ରାପ୍ତି ଭିତରେ ଯେମିତି ଏକ ଅପ୍ରାପ୍ତିର ତାଡନା ଆଚ୍ଛନ୍ନ କରେ ମଣିଷକୁ । ଏକ.

ଆକାଶର ଇଶାରା eBook ½

ଆକାଶର ଇଶାରା eBook ½ Manoj Das a prolific author is among India's foremost short story writers He writes both in Oriya Odia and English and is a Professor of English at the Sri Aurobindo International University PondicherryManoj Das was born in a small coastal village named Shankari in Balasore district Orissa State Since 1963 he has been an ashramite at Sri Aurobindo Ashram Pondicherry He is presently co

Leave a Reply

Your email address will not be published. Required fields are marked *